ଟୋକିଓ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ସମ୍ମାନିତ କରାଯିବ । ଏଥିସହିତ ରାଷ୍ଟ୍ରପତି ୩୮୪ ଜଣଙ୍କୁ ବୀରତା ସମ୍ମାନ ପ୍ରଦାନ କରିବେ । ୩୮୪ ଜଣଙ୍କ ଭିତରୁ ୧୨ ଜଣଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନ, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ ଏବଂ ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ ।

LEAVE A REPLY

Please enter your comment!
Please enter your name here