ବିଶ୍ୱର ପ୍ରଥମ ଦେଶ ଭାବରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡର ଅକଲାଣ୍ଡବାସୀ । ସାରା ଦେଶରେ ନୂଆବର୍ଷକୁ ସ୍ୱାଗତ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ସୁନ୍ଦର ଆଲୋକମାଳା ସାଙ୍ଗକୁ ଆତସବାଜୀ ସହିତ ନୂଆବର୍ଷକୁ ଏଠାରେ ସ୍ୱାଗତ କରାଯାଇଛି । ଲାଇଟ୍ ସୋ ସାଙ୍ଗକୁ ସ୍କାଏ ଟାୱର ଆଲୋକମାଳାରେ ଝଲସି ଉଠିଥିଲା । ପ୍ରଥମ ଦେଶ ଭାବରେ ଏଠି ପ୍ରଥମେ ସେଲିବ୍ରେସନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here