ମାସେ ଯାଏ ପଲ୍ୟୁସନ ଚେକିଂ କୋହଳ କରିବାକୁ ନିଷ୍ପତ୍ତି । ପରିବହନ ସଚିବ ଜି. ଶ୍ରୀନାବସନଙ୍କ ସୂଚନା । ଲୋକଙ୍କୁ ଅଯଥାରେ ହଇରାଣ ନକରିବାକୁ ପରାମର୍ଶ । ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଲେ ପରିବହନ ସଚିବ । ଭୁଲରେ ଫାଇନ ଆଦାୟ କରୁଥିବା କର୍ମଚାରୀ ବି ଗଣିବେ ତଣ୍ଡ । ଭୁଲରେ ଫାଇନ କଲେ, ସଂପୃକ୍ତ କର୍ମଚାରୀ ଡବଲ ଫାଇନ ଦେବେ ।

LEAVE A REPLY

Please enter your comment!
Please enter your name here