ମୋଟର ଭେଇକିଲ ଆକ୍ଟକୁ ନାପସନ୍ଦ କଲେ ମନ୍ତ୍ରୀ ସୁଶାନ୍ତ ସିଂ । ଆଇନରେ ଅସଂଗତି ଥିବା କହିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ବାଇକରେ ଗଲେ ଯେତିକି , ବଡ ଗାଡିରେ ବି ସେତିକି ଫାଇନ । ଲୋକେ ଯେତିକି ଟଙ୍କା ଧରି ଯାଉନାହାଁନ୍ତି, ତାଠୁ ଅଧିକ ଫାଇନ ପଡୁଛି । ଲୋକଙ୍କୁ ପ୍ରଥମେ ସତର୍କ ସୁଚନା ଦେଇ ପରେ ଲାଗୁ କରିବା କଥା । ଗରିବ ଲୋକ ଆଉ ଗାଡି ଚଳାଇ ପାରିବେ ନାହିଁ ବୋଲି ସୁଶାନ୍ତ ସିଂ କହିଛନ୍ତି । ଆଇନକୁ ତର୍ଜମା କରି ଜରିମାନା କମ କରିବା କଥା

LEAVE A REPLY

Please enter your comment!
Please enter your name here