LONDON, ENGLAND - OCTOBER 24: New Conservative Party leader and incoming prime minister Rishi Sunak departs Conservative Party Headquarters on October 24,2022 in London, England. Rishi Sunak was appointed as Conservative leader and the UK's next Prime Minister after he was the only candidate to garner 100-plus votes from Conservative MPs in the contest for the top job. (Photo by Jeff J Mitchell/Getty Images)

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଦୀର୍ଘ କିଛି ଦିନ ହେବ ବହୁ ରାଜନୈତିକ ଛକାପଂଝା ପରେ ବ୍ରିଟେନ କ୍ଷମତା କେନ୍ଦ୍ରକୁ ହାତେଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ।  ସେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ବ୍ରିଟେନ ଶସନ ଗାଦିରେ ଆସିନ୍ନ ହେବେ।  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପେନୀ ମୋର୍ଡାଣ୍ଟ ରେସ୍‌ରୁ ଓହରି ଯିବା ପରେ କଞ୍ଜରଭେଟିଭ ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁନକ। ଆସନ୍ତା ୨୮ରେ ସେ ଶପଥ ନେବେ।

LEAVE A REPLY

Please enter your comment!
Please enter your name here