ମେ ୧୯ରେ ହେବ ପାଟକୁରା ନିର୍ବାଚନ । ମେ ୧ରେ ପ୍ରାର୍ଥୀପତ୍ର ଦାଖଲ ଏବଂ ୨ରେ ପ୍ରାର୍ଥୀପତ୍ର ଯାଞ୍ଚହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୁଚନା ଦେଇଛନ୍ତି । ବିଜେଡି ପାଟକୁରା ବିଧାନସଭା ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ଥିଲା ନିର୍ବାଚନ । ବିଜେଡି ଏହି ଆସନ ପାଇଁ ପ୍ରାର୍ଥୀ ଦେବ । ବିଜେପି ଏହି ଆସନରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here