ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର । ଏମସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର । ଏମ.ଟେକରେ ପ୍ରଦୀପ କୁମାର ବାରିକ ଟପ୍ପର । ଏମ. ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର । ବି,ଫାର୍ମରେ ସମୀର କୁମାର ପାଢୀ ଟପ୍ପର । ଲ୍ୟାଟେରାଲ ଏଣ୍ଟ୍ରି ଫାର୍ମାସୀରେ ଅମିତ କୋଟାଲ ଟପ୍ପର । ଲ୍ୟାଟେରାଲ ଏଣ୍ଟ୍ରି ବିଏସସିରେ ଭବାନୀ ଶଙ୍କର ବେହେରା ଟପ୍ପର । ଇଣ୍ଟିଗ୍ରେଟଡ ଏମବିଏରେ ସୀକୃତି ମହାପାତ୍ର ଟପ୍ପର । ଲ୍ୟାଟେରାଲ ଏଣ୍ଟ୍ରି ଏମସିଏରେ ସୁମନ୍ତ ପାତ୍ର ହେଲେ ଟପ୍ପର ।

LEAVE A REPLY

Please enter your comment!
Please enter your name here