ପ୍ରାଣୀଧନ ନିରୀକ୍ଷକଙ୍କ କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ ଠାବ । କଳାରାହାଙ୍ଗପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିପୁଳ ସମ୍ପତ୍ତି ଠାବ । ଭିଜିଲାନ୍ସ ଚଢାଉବେଳେ ୯୦ ପ୍ଲଟ ସହ ଠାବ ହେଲା ଅମାପ ସମ୍ପତ୍ତି । ପ୍ରାଣୀଧନ ନିରୀକ୍ଷକଙ୍କ ନାଁରେ ୪ଟି ବିଲ୍ଡିଂ,୩ଟି ଫ୍ଲାଟ ଠାବ କରାଯାଇଛି । ବାଙ୍କୀରେ ଆଉଟ ହାଉସ, ଭୁବନେଶ୍ୱରରେ ତିନି ମହଲା ମାର୍କେଟ କମ୍ଲେକ୍ସ ଠାବ । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା, ୫୦୦ ଗ୍ରାମ ସୁନା ଠାବ କରାଯାଇଛି । ଚଢାଉ ଜାରି ରହିଥିବାବେଳେ ଆହୁରି ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here