୮ ତାରିଖରେ ବାତ୍ୟାର ରୂପ ନେବ । ଏବଂ ୧୦ ତାରିଖରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । କାଲି ଡିପ୍ରେସନରେ ପରିଣତ ହେବ । ଡିପ୍ରେସନରେ ପରିଣତ ହେବାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସମୂଦ୍ର ନିକଟବର୍ତ୍ତୀ ୧୦ ତାରିଖ ବେଳକୁ ହେବ । ୧୦ ତାରିଖରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଛି । ଏବେ ୪୦ରୁ ୫୦ କିଲୋମିଟର ବେଗରେ ସମୂଦ୍ର ଭିତରେ ପବନ ରହିଛି । ଯେତେବେଳେ ଏହା ବାତ୍ୟାରେ ପରିଣତ ହେବ ୬୫ କିଲୋମିଟରରୁ ଅଧିକ ବେଗରେ ପବନ ବହିପାରେ ।

LEAVE A REPLY

Please enter your comment!
Please enter your name here