ନିର୍ବାଚନକୁ ନେଇ କଣ କହୁଛନ୍ତି ସୁର ଭାଇ. ସାମ୍ବାଦିକଙ୍କ ମେଳରେ ସୁର ଭାଇଙ୍କ ଗପରୁ ଜଣାପଡୁଛି, ଖୁବ ଖୁସି ଅଛନ୍ତି ସୁର ଭାଇ. ଏଥରକ ନିର୍ବାଚନରେ ବାପ ପୁଅଙ୍କୁ ଟିକଟ ମିଳିବ କି ନାହିଁ, ଯଦି ମିଳିବ କଂଗ୍ରେସରେ ବାପ ପୁଅ ଯୋଡି ନେତାଙ୍କ ସଂଖ୍ୟା କିଛି କମ୍ ନୁହେଁ. କିନ୍ତୁ ସୁରଭାଇ ପୁରା ବିନ୍ଦାସ. ସୁରଭାଇଙ୍କ ଉତ୍ତର ବାପପୁଅ ହେଲେ ବି ଜମିବ. ବିଜେଡି ଲୋକସଭା ନିର୍ବାଚନରେ 33 ଭାଗ ମହିଳାଙ୍କୁ ଟିକଟ ଦେବ ବୋଲି ଘୋଷଣା କରିଛି. ସୁରଭାଇ କହୁଛନ୍ତି, କଂଗ୍ରେସରେ ବି ମହିଳାଙ୍କ ସଂଖ୍ୟା କିଛି କମ୍ ନାହିଁ. କଂଗ୍ରେସ ଏଥର ବିଧାନସଭାରେ 95 ଓ ଲୋକସଭାରେ 15 ଆସନରେ ଜିତିବ. ତାଙ୍କ ଦଳ ସପକ୍ଷରେ  ହାଓ୍ବା ବହୁଛି.

 

LEAVE A REPLY

Please enter your comment!
Please enter your name here