ରାଜନୀତି ମଇଦାନକୁ ଓହ୍ଲାଇବେ ପୃଥ୍ବୀବଲ୍ଲଭ ପଟ୍ଟନାୟକ. ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି. ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରତିଦ୍ବନ୍ଦିତା କରିବାକୁ ଆଗ୍ରହ ପ୍ରକାଶ କରିବା ସହ କଂଗ୍ରେସକୁ ସୁଦୃଢ କରିବାକୁ ସେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି. ତେବେ ପୃଥ୍ବୀବଲ୍ଲଭ ନିର୍ବାଚନ ଲଢିବାକୁ ଚାହିଁଲେ ତାଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ.

LEAVE A REPLY

Please enter your comment!
Please enter your name here