କନ୍ଧମାଳ ତୁମୁଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ମାଓବାଦୀମାନେ ଗୁଳି ଚାଳନା କରିବାରୁ ସୁରକ୍ଷା କର୍ମୀ ଏହାର ଜବାବ ଦେଇଥିଲେ । ଫଳରେ ସେନା ଗୁଳିରେ ଜଣେ ମହିଳା କ୍ୟାଡର ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୩ଗ୍ରେନେଡ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏସଓଜି ଓ ଡିଭିଏଫ ପକ୍ଷରୁ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେଶନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here