ବଜାରକୁ ଆସିଛି କରୋନା ବଟିକା ମଲନୁପିରାଭିର । ପ୍ରଥମ ଦେଶ ଭାବରେ ବ୍ରିଟେନ କୋଭିଡ ସଙ୍କ୍ରମିତଙ୍କୁ ଦେବା ପାଇଁ ଅନୁମତି ଦେଇଛି । ଆମେରିକାର ଔଷଧ ନିର୍ମାଣକାରୀ ସଂସ୍ଥା ମର୍କ ଏବଂ ରିଡଜେବେକ୍ ବାୟୋଥେରାପେଉଟିସ୍ ମିଳିତ ଭାବେ ଏହି ଔଷଧର ପ୍ରସ୍ତୁତି କରିଛନ୍ତି । କୋଭିଡ ପଜିଟିଭ୍ ହୋଇଥିଲେ କିମ୍ବା କିଛି ଲକ୍ଷଣ ଦେଖାଯିବାର ୫ ଦିନ ଭିତରେ ରୋଗୀମାନଙ୍କୁ ଏହି ଟାବଲେଟ୍ ଦେବାକୁ ପରାମର୍ଶ ଦିଆଯାଇଛି । ହସ୍ପିଟାଲରେ ଆଡମିଶନ ହେବାର ଆଶଙ୍କା କମାଉଛି ଏହି ଔଷଧ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ମଲନୁପିରାଭିର । ଏହା ହେଉଛି ପ୍ରଥମ

LEAVE A REPLY

Please enter your comment!
Please enter your name here