ବିଜୁ ଜନତା ଦଳରେ ସାମିଲ ହେଲେ କଟକ ସୂତାହାଟର ମିନତୀ ପଟ୍ଟନାୟକ । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖି ଚର୍ଚ୍ଚାକୁ ଆସିଥିଲେ ମିନତୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥି୍‌ିତିରେ ବିଜୁ ଜନତା ଦଳରେ ସେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here