ବାଜିଲା ଉପନିର୍ବାଚନ ବିଗୁଲ୍ । ମେ’ ୧୦ ଅର୍ଥାତ ବୁଧବାର ଦିନ ଝାରସୁଗୁଡା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ । ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ । ୨୪ ଏପ୍ରିଲ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । । ମେ’ ୧୩ ଶନିବାର ଦିନ ଭୋଟ ଗଣତି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଛି ଝାରସୁଗୁଡା ଆସନ ।

LEAVE A REPLY

Please enter your comment!
Please enter your name here