ବାତ୍ୟା ୟାସ୍ ଯେତିକି ଉପକୂଳ ମୁହାଁ ହେଉଛି, ସେତିକି ଠୋସ୍ ସୂଚନା ଦେଉଛି ପାଣିପାଗ ବିଭାଗ I ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ବାସ ଦେଇଥିବା ସୂଚନା ଅନୁଯାୟୀ, ବାତ୍ୟା ୟାସ୍ ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍ କରିବ I 26 ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ଏବଂ ପ୍ରାୟ ଚାରିମିଟର ଉଚ୍ଚରେ ଜୁଆର ଆସିବାର ସମ୍ଭାବନା ରହିଛି I ପୂର୍ବରୁ ପାରାଦୀପ ଓ ସାଗରଦୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here