ବାଲେଶ୍ୱରରେ ଡବଲ ମର୍ଡର । ପରକୀୟା ପ୍ରୀତିକୁ ନେଇ ହୋଇଛି ଡବଲ ମର୍ଡର । ବାଲେଶ୍ୱର ଟାଉନ୍‌ ଥାନା ଅନ୍ତର୍ଗତ ରାଣୀପାଟଣା ବ୍ୟାଙ୍କ କଲୋନିରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଅତି ବୀଭତ୍ସ ଭାବେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରକୀୟା ପ୍ରେମକୁ ନେଇ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା ସାହୁ ଓ ତାଙ୍କ ପ୍ରେମିକଙ୍କୁ ମର୍ଡର କରିଛନ୍ତି ସ୍ୱାମୀ । ଉଭୟଙ୍କୁ  ମର୍ଡର କରିବା ପରେ ଟାଉନ୍‌ ଥାନାରେ ଆତ୍ମ ସମର୍ପଣ କରିଥିଲେ  ସ୍ୱାମୀ ।

LEAVE A REPLY

Please enter your comment!
Please enter your name here