ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ପ୍ରଣୟ ସାହୁ ବିଜେଡିରେ ଯୋଗ ଦେଇଛନ୍ତି. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଣୟଙ୍କ ସହ ବହୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି. ପୂର୍ବ ବର୍ଷ ବିଜେପୁର ଉପ-ନିର୍ବାଚନରେ ପ୍ରଣୟ ପରାଜୟ ବରଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପୁରରେ ହାରିବାର କାରଣ ଖୋଜିବା ପାଇଁ ଦଳକୁ ଅନୁରୋଧ କରିଥିଲେ. ମାତ୍ର ସେପରି କିଛି ହେଲା ନାହିଁ. ଯେଉଁଥିପାଇଁ ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ.

LEAVE A REPLY

Please enter your comment!
Please enter your name here