ବିଜେପି ଏକ ରାବଣର ପୋଷ୍ଟର ପ୍ରସ୍ତୁତ କରିଛି, ଯେଉଁଥିରେ ରାବଣ ଭାବେ ରାହୁଲଙ୍କ ଚିତ୍ର ରହିଛି । ଦଶମୁଣ୍ଡ ବିଶିଷ୍ଟ ରାହୁଲଙ୍କୁ ରାବଣ ବୋଲି ଚିତ୍ରଣ କରିଛି ବିଜେପି । ଫିଲ୍ମ ପୋଷ୍ଟର ଷ୍ଟାଇଲରେ ପ୍ରସ୍ତୁତ ଏହି ପୋଷ୍ଟର ସଂପର୍କରେ ବିଜେପି ଟ୍ବିଟ୍ କରି କହିଛି, ରାବଣ – କଂଗ୍ରେସ ପାର୍ଟି ପ୍ରଯୋଜିତ ଏବଂ ଜର୍ଜ ସୋରସ ନିର୍ଦ୍ଦେଶିତ । ଧର୍ମ ବିରୋଧୀ, ରାମ ବିରୋଧୀ ଏହି ରାବଣ କେବଳ ଭାରତକୁ ନଷ୍ଟ କରିବାକୁ ଚାହେଁ ବୋଲି ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here