ନାଁ ଜଗନ୍ନାଥ ନାୟକ । ବୟସ ୧୨ ବର୍ଷ । ସପ୍ତମ ଶ୍ରେଣୀରେ ପାଠ ପଢନ୍ତି ଜଗନ୍ନାଥ । ହେଲେ କୁନି ବୟସରେ ଏମିତି କିଛି କାମ କରନ୍ତି । ଯାହାକୁ ଦେଖି ସମସ୍ତେ କୁହନ୍ତି ସାବସ୍ ଜଗା । ହେଇ ଦେଖୁନାହାଁନ୍ତି ନିଜ ହାତ ଓ ପାଟି ସାହାର୍ଯ୍ୟରେ ବାଦ୍ୟର ଯାଦୁ କରି ପାରୁଛି ଜଗା । ସୋସିଆଲ ମିଡିଆରେ ଜଗାର ଏହି ବାଦ୍ୟ ସ୍ୱରଟି ବେଶ୍ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢେ ଜଗା ।

LEAVE A REPLY

Please enter your comment!
Please enter your name here