୩୪ ବର୍ଷରେ ପାଦ ଦେଲେ ଭାରତର ରନ୍ ମେସିନ୍ ଭାବରେ ପରିଚିତ ବିରାଟ କୋହଲି । ବିଶ୍ୱ କ୍ରିକେଟରେ କିଙ୍ଗ କୋହଲି ଭାବରେ ପରିଚିତ ବିରାଟ କୋହଲି ନଭେମ୍ବର ୫ ୧୯୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ନିଜ କ୍ୟାରିଅରରେ ଅନେକ ରେକର୍ଡ କରିଛନ୍ତି ବିରାଟ । ଏମିତିକି ବିଶ୍ୱ ବିଜୟୀ ଭାରତୀୟ ଦଳର ସେ ମୂଳଦୁଆ । ସେ ଟେଷ୍ଟ ମ୍ୟାଚ୍ , ଦିନିକିଆ ଅବା ଟଇ-ଟ୍ୱେଣ୍ଟି । ସବୁ ଫର୍ମାଟରେ ଧୁରନ୍ଦର ବିରାଟ କୋହଲି । ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ତାଙ୍କର ଇଂନିସ ପ୍ରଶଂସକଙ୍କୁ ବିରାଟଙ୍କର ଫ୍ୟାନ୍ କରିଦେଇଛି ।

LEAVE A REPLY

Please enter your comment!
Please enter your name here