ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପଦ୍ମପୁର ପାଇଁ ଡିସେମ୍ବର ୫ ତାରିଖରେ ଭୋଟିଂ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଗ୍ୟପ୍ତି । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୧ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଡିସେମ୍ବର ୫ରେ ଭୋଟିଂ । ୮ ତାରିଖରେ ଗଣତି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ ।

LEAVE A REPLY

Please enter your comment!
Please enter your name here