ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ୱାର୍ଡରୁ ଧୁଆଁ ବାହାରିବା ଦେଖି ବାହାରକୁ ଚାଲି ଆସିଛନ୍ତି ରୋଗୀ ।

LEAVE A REPLY

Please enter your comment!
Please enter your name here