ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଆଣିଛନ୍ତି ରବି କୁମାର ଦାହିୟା । ଫାଇନାଲରେ ରୁଷିଆର ଜଉର ଉଗେଭଙ୍କୁ ଠାରୁ ହାରିଯିବା ଯୋଗୁଁ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସମର୍ଥ ହୋଇପାରିଲେନି ଦାହିୟା । ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବାରୁ ତାଙ୍କୁ ଦେଶବାସୀ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here