ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ରେସଲିଂ 65 କେଡି ବର୍ଗରେ ବଜରଙ୍ଗ ପୁନିଆ କାଜାକସ୍ତାନ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଫଳରେ ଭାରତର ପଦକ ସଂଖ୍ୟା 6 କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ଭାରତ ଦୁଇଟି ରୌପ୍ୟ ଓ 4 ଟି ବ୍ରୋଞ୍ଚ ପଦକ ପାଇଥିବା ବେଳେ ପଦକ ତାଲିକାରେ 66 ନମ୍ବରରେ ରହିଛି ।

LEAVE A REPLY

Please enter your comment!
Please enter your name here