କୋଭିଡ ପ୍ରତିଷେଧକ ଭାବେ ଭାରତରେ ଆଉ ଏକ ଟିକାକୁ ମିଳିଲା ଅନୁମତି । ଜନସନ୍ ଆଣ୍ଡ ଜନସନ୍ ଟିକାର ସିଙ୍ଗଲ ଡୋଜ୍ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି । ଏ ସଂପର୍କରେ ଟ୍ବିଟ୍ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକାକୁ ବ୍ୟବହାର କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here