ଭାରତରେ ନୂଆ ଷ୍ଟ୍ରେନର ୬ ପଜିଟିଭ୍ ଚିହ୍ନଟ । ବ୍ରିଟେନରୁ ଫେରିଥିବା ଲୋକଙ୍କ ମଧ୍ୟରୁ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇସୋଲେସନରେ ରହିଛନ୍ତି ସମସ୍ତ ୬ ପଜିଟିଭ୍ । ୩ଟି ଲ୍ୟାବରେ ପରୀକ୍ଷଣ ପରେ ପଜିଟିଭ୍ ସ୍ପଷ୍ଟ ହୋଇଛି । ବେଙ୍ଗାଲୁରୁ ଲ୍ୟାବରୁ ୩, ହାଇଦ୍ରାବାଦ ଲ୍ୟାବରୁ ୨ ପଜିଟିଭ୍ ଚିହ୍ନଟ । ପୁଣେ ଲ୍ୟାବରୁ ନୂଆ ଷ୍ଟ୍ରେନର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୮ ଦିନରେ ବ୍ରିଟେନରୁ ଭାରତ ଫେରିଛନ୍ତି ୩୩ ହଜାର ଯାତ୍ରୀ । ଆଲର୍ଟରେ ସରକାର । ପରିସ୍ଥିତି ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here