ଭୁବନେଶ୍ୱରରେ ଜଣେ ଛାତ୍ରଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ଏନଆଇଏ । ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ୍ କୌଣସି ଏକ ଲିଙ୍କ୍‌ରେ ଜଣେ ଛାତ୍ରଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ଜେରା କରୁଥିଲେ ହେଁ ଏଥିରେ ଆତଙ୍କବାଦ ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ଚି କମିଶନରେଟ ପୋଲିସ । କୌଣସି ତଦନ୍ତ ସହ ଲିଙ୍କ୍‌ରେ ଛାତ୍ରଙ୍କୁ ପଚରାଉଚରା କରାଯାଉଛି । ଅନାବଶ୍ୟକ କଳ୍ପନାଜଳ୍ପନା ନ କରିବା ପାଇଁ କହିଲେ ସିପି ।

LEAVE A REPLY

Please enter your comment!
Please enter your name here