ମମିତା ମେହେର ହତ୍ୟା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । କେ. ଗାଁ ଥାନା ଅଧିକାରୀ ଡମୁ ପରଜା ସସପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁୁ ସସପେଣ୍ଡ କରାଯାଇଛି । ସସପେଣ୍ଡ ନେଇ କଳାହାଣ୍ଡି ଏସପି ଶ୍ରବଣ ବିବେକ ଏହି ସୂଚନା ଦେଇଛନ୍ତି । ଗତ 8 ତାରିଖରେ ମମିତା ନିଖୋଜ ହେବା ପରେ ପରିବାର ଲୋକେ ପ୍ରଥମେ କେ ଗାଁ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର କେ ଗାଁ ଥାନା ବାବୁ ଏତଲା ରଖି ନ ଥିଲେ ।

LEAVE A REPLY

Please enter your comment!
Please enter your name here