ନିଜ ଜନ୍ମ କଲା ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ । ଏହି ଅଭାବନୀୟ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ଗାଡହଟିଂ ଅଞ୍ଚଳରେ । ଅଭିଯୁକ୍ତ କିଶୋର ମୁଣ୍ଡାକୁ ଗିରଫ କରିଛି ପୋଲିସ । ଏବଂ ତଦନ୍ତ କରୁଛି । ପୁଅ କାହିଁକି ଏତେ ବଡ କାଣ୍ଡ କଲା ତାହା ସ୍ପଷ୍ଟ ହୋଇନାହିଁ । କିଶୋର ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୨ରେ କିଶୋର ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here