ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ କେମିତି ମୂଲ୍ୟାୟନ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲିଟରାରୀ ଫେଷ୍ଟିଭାଲରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କଗ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ନବୀନ କହିଛନ୍ତି, ସେ ମୋଦିଙ୍କୁ 10 ନମ୍ବରରୁ 8 ନମ୍ବର ଦେବେ । ସେ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇ ଆସୁଛନ୍ତି । ମୋଦି ମଧ୍ୟ ଦୁର୍ନୀତି ହଟାଇବାକୁ କାର୍ଯ୍ୟ କରୁଛନ୍ତି । ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଏପରିକି ଓ୍ବାନ୍ ନେସନ, ଓ୍ବାନ ଇଲେକ୍ସନକୁ ମଧ୍ୟ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here