ବିବାଦୀୟ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ପପୁ ପମ୍ ପମ୍ । ପପୁ କହିଛନ୍ତି , ଚଳିତ ପୋଷ୍ଟର ମୋ କନସେପ୍ଟ ନୁହେଁ, ମୁଁ ଭୁଲ କରିନାହିଁ । ବାହାରେ କିଏ ପୋଷ୍ଟର କରିଛନ୍ତି, ମୁଁ ଜାଣିନି । ଏଥିପାଇଁ ମୁୁଁ ଉତ୍ତରଦାୟୀ ନୁହେଁ । ପ୍ରଡୁ୍ୟସରଙ୍କୁ ସେ ଏ ବିଷୟରେ ପଚାରିଛି , ପ୍ରଡକସନ ତରଫରୁ ବି ଏସବୁ ହୋଇନାହିଁ । ଯିଏ କରିଛି ତାକୁ ଖୋଜି ବାହାର କରାଯାଉ ବୋଲି ପପୁ କହିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଛାଡି ସଫେଇ ଦେଇଛନ୍ତି ପପୁ । ତେବେ ୨ ଦିନ ହେବ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରରେ ପପୁ ୭ ଜଣ ଝିଅଙ୍କ ବେକରେ ରଶି ଲଗାଇ ଲଗାମ ଧରିବା ପୋଜରେ ଥିବା ଦେଖିବାକୁ ମିଳିଥିଲା । ତେବେ ପୋଷ୍ଟରକୁ ନେଇ ବିଭିନ୍ନ ମହ

LEAVE A REPLY

Please enter your comment!
Please enter your name here