ଲଗାତାର ତେଲ ଦର ବଢୁଥିବାରୁ ବସ୍ ଭଡା ମଧ୍ୟ ବୃଦ୍ଧି ପାଇଛି । ଅର୍ଡିନାରୀ ଭଡା କିମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ହୋଇଛି । ଏକ୍ସପ୍ରେସ ଭଡା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି । ଡିଲକ୍ସ ଭଡା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡା ୧ଟଙ୍କା ୫୩ରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି । ସୁପର ପ୍ରିମିୟମ ଭଡା ୨ଟଙ୍କା ୩୮ରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here