ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲା । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ । ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁମିତ ନେଇଥିବା ଭଡା ଘରକୁ ଯାଇ ଉଭୟ ଭିଡିଓ ପ୍ରସ୍ତୁତ କରିବେ । ଭିଡିଓରେ ଘରଟି ବାସୋପଯୋଗୀ କି ନୁହେଁ କୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁମିତ ସରକାରୀ କ୍ୱାଟର୍ସ ପାଇଛନ୍ତି କି ନାହିଁ ସତ୍ୟପାଠରେ ଜଣାଇବେ । ଆସନ୍ତା ଏପ୍ରିଲ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

LEAVE A REPLY

Please enter your comment!
Please enter your name here