ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ରିମାଣ୍ଡରେ ଆସିବେ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଇଡି । ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇଡି । କାଲି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି କରୁଛି । ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳୀ, ଅକ୍ଷୟ ପରିଜାଙ୍କ ସହିତ ଆମନା-ସାମନା ଜେରା କରିବ । ହନିଟ୍ରାପ, ବ୍ଲାକମେଲ , ଅର୍ଥ କାରବାର ଲିଙ୍କ୍‌ରେ ଇଡି ଖୋଳତାଡ କରୁଛି । ହନିଟ୍ରାପ କୁଇନ୍ ଶ୍ରଦ୍ଧାଞ୍ଜଳୀ ବେହେରା ଆଜି ଇଡିରେ ହାଜର ହୋଇଥିଲେ । ଦିନ ୧୦ଟାରେ ପ୍ରଡ୍ୟୁସର ଅକ୍ଷୟ ପରିଜା ମଧ୍ୟ ହାଜର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here