ଲିଫ୍ଟ ମାଗି ବାଇକରେ ସୁଟିଂ ସେଟକୁ ଗଲେ ବିଗ୍ ବି – ଅମିତାଭ ବଚ୍ଚନ । ମୁମ୍ବାଇରେ ଟ୍ରାଫିକ ଜାମରେ ଫସିଯିବା ପରେ ଜଣେ ଅପରିଚିତ ବାଇକ ଚାଳକଙ୍କୁ ଲିଫ୍ଟ ମାଗିଥିଲେ ଅମିତାଭ । ବାଇକ ଆରୋହୀ ଅମିତାଭଙ୍କୁ ସୁଟିଂସେଟରେ ପହଞ୍ଚାଇଦେଇଥିଲେ । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ବାଇକ ଆରୋହୀଙ୍କୁ ଧନ୍ୟବାଦ ଜଣାଇଲେ ଅମିତାଭ ବଚ୍ଚନ ।

LEAVE A REPLY

Please enter your comment!
Please enter your name here