ବାଲେଶ୍ୱର , ମୟୂରଭଞ୍ଜରେ ପ୍ରବଳ ବନ୍ୟାର ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖାରେ ଗୋଟିଏ ବଡ ବନ୍ୟା ଆସୁଛି ଯାହା ୨୦୦୮ର ବନ୍ୟାକୁ ଟପିଯିବ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବନ୍ୟା ହେବ । ସେପଟେ ମହାନଦୀ ସିଷ୍ଟମରେ ଆଉ ସେଭଳି ଗମ୍ଭୀର ସ୍ଥିତି ନାହିଁ । ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି । ଯଦିଓ ବହୁ ଧିରେ ଧିରେ ଆସୁଛି କିନ୍ତୁ ସ୍ଥିତିରେ ସୁଧାର ଆସୁଥିବା ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here