ଏକଜିଟ୍ ପୋଲ: ଦିଲ୍ଲୀରେ ସରକାର ଗଢିବ ଆମ ଆଦମୀ ପାର୍ଟି
ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ , ଆମ ଆଦମି ପାର୍ଟିକୁ ୪୪ ଓ ବିଜେପିକୁ ୨୬ଟି ଆସନ ମିଳିବ
ନ୍ୟୁଜ୍ ଏକ୍ସ ରିପୋର୍ଟରେ ଆପ୍ କୁ ମିଳିବ ୫୦-୫୬ ଓ ବିଜେପିକୁ ମିଳିବ ୧୦-୧୪ ଆସନ
ରିପବ୍ଲିକ ଜନ୍ କି ବାତ୍‌- ଆମ ଆଦମି ପାର୍ଟିକୁ ୪୮, ବିଜେପିକୁ ୯ଟି ଆସନ ମିଳିବା ସମ୍ଭାବନା ଅଛି

LEAVE A REPLY

Please enter your comment!
Please enter your name here