ପଞ୍ଜାବ : ଅମୃତସର ପଞ୍ଜାବର ତରନତାରନ ଅଂଚଳରେ ବିସ୍ଫୋରଣ । ୧୪-୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା । ଶ୍ରଦ୍ଧାଳୁମାନେ ନଗର କୀର୍ତ୍ତନ ପାଇଁ ଏକ ଟ୍ରାକ୍ଟରରେ ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଛି । ଟ୍ରାକ୍ଟରରେ ଥିବା ଟ୍ରଲିରେ କିଛି ବାଣ ରହିଥିଲା, ସେଥିରେ କୌଣସି ପ୍ରକାରେ ନିଆଁ ଲାଗିବା ଫଳରେ ଘଟିଛି ଦୁର୍ଘଟଣା । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାପରେ ସେଠାରେ ଆତଙ୍କର ମାହୋଲ ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here