ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରୁ ରୁଷ ସସ୍ପେଣ୍ଡ I ୟୁକ୍ରେନ ଉପରେ ରୁଷ ଆକ୍ରମଣ ଏବଂ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନକୁ ନିନ୍ଦା କରାଯିବା ସହ ଭୋଟିଙ୍ଗ ହୋଇଥିଲା I ରୁଷ ବିରୋଧରେ ହୋଇଥିବା ଭୋଟିଙ୍ଗରୁ ଭାରତ ବିରତ ରହିଥିଲା I ତେବେ ରୁଷ ବିରୋଧରେ 93 ଭୋଟ ପଡ଼ିଥିବା ବେଳେ 24 ଭୋଟ ରୁଷ ସପକ୍ଷରେ ପଡିଥିଲା I ଭାରତ ସମେତ 58 ଦେଶ ଭୋଟ ଦାନରୁ ବିରତ ରହିଥିଲେ I

LEAVE A REPLY

Please enter your comment!
Please enter your name here