ଉତ୍ତର ଛତିଶଗଡ ଓ ଆଖପାଖରେ ଅବପାତ ସକ୍ରିୟ ରହିଛି । ଅବପାତ ପ୍ରଭାବରେ ପଶ୍ଚିମ ଓଡିଶାରେ ଆଜି ବି ବର୍ଷା ହେବ । ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ, ବରଗଡ, ବଲାଙ୍ଗିରରେ ବର୍ଷିବ । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା କମ ରହିବ । ମୌସୁମୀ ସକ୍ରିୟ ଥିବାରୁ ଆସନ୍ତା ୧୭ରୁ ପୁଣି ବର୍ଷା ବଢିବ । ଉପକୂଳ ଓଡିଶାରେ ୧୭ ଓ ୧୮ରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here