ଆସ୍କା, ବରଗଡ ,ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନରୁ ଲଢୁଥିବା ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
୫ ଲୋକସଭା ଆସନରୁ ଲଢୁଛନ୍ତି ୪ ମହିଳା ପ୍ରାର୍ଥୀ
ଆସ୍କାରୁ ବିଜେଡିର ପ୍ରମିଳା ବିଶୋଇ, ବିଜେପିରୁ ଅନୀତା ଶୁଭଦର୍ଶିନି, ସିପିଆଇରୁ ରାମକୃଷ୍ଣ ପଣ୍ଡା
ସୁନ୍ଦରଗଡ ବିଜେଡିରୁ ସୁନିତା ବିଶ୍ୱାଳ, ବିଜେପିରୁ ଜୁଏଲ ଓରାମ, କଂଗ୍ରେସରୁ ଜର୍ଜ ତୀର୍କି
ବରଗଡ ବିଜେଡିରୁ ପ୍ରସନ୍ନ ଆଚାର୍ୟ୍ୟ, ବିଜେପିରୁ ସୁରେଶ ପୂଜାରୀ, କଂଗ୍ରେସରୁ ପ୍ରଦୀପ କୁମାର ଦେବତା
କନ୍ଧମାଳ ବିଜେଡିରୁ ଅଚୁ୍ୟତ ସାମନ୍ତ, ବିଜେପିରୁ ଖାରବେଳ ସ୍ୱାଇଁ , କଂଗ୍ରେସରୁ ମନୋଜ କୁମାର ଆଚାର୍ୟ୍ୟ
ବଲାଙ୍ଗିର ବିଜେଡିରୁ କଳିକେଶ ସିଂ ଦେଓ, ବିଜେପିରୁ ସଙ୍ଗିତା ସିଂ ଦେଓ, କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ।
ବିଧାନସଭା ପାଇଁ ପାଟଣାଗଡରୁ ବିଜେପିରୁ କନକବର୍ଦ୍ଧନ ସିଂ ଦେଓ ବଲାଙ୍ଗିରରୁ କଂଗ୍ରେରୁ ନରସିଂହ ମିଶ୍ର ଅତାବିରାରୁ ବିଜେଡିର ସ୍ନେହାଙ୍ଗିନି ଛୁରିଆ ସୋନପୁରର ବିଜେଡିର ନିରଞ୍ଜନ ପୂଜାହାରି ବିରମହାରଜପୁରରୁ ବିଜେଡିରୁ ପଦ୍ମନାଭ ବେହେରା, ବିଜେପୁରରୁ ନବୀନ ପଟ୍ଟନାୟକ, ଭଟଲିରୁ ବିଜେଡିରୁ ସୁଶାନ୍ତ ସିଂ, ସମ୍ବଲପୁରରୁ ବିଜେପିରୁ ଜୟ ନାରାୟଣ ମିଶ୍ର, ଝାରସୁଗୁଡାରୁ ବିଜେଡିରୁ ନବ ଦାସ । ବ୍ରଜରାଜନଗର ବିଜେପିରୁ ରାଧାରଣୀ ପଣ୍ଡା, କୁଚିଣ୍ଡାରୁ ବିଜେପିର ରବି ନାରାୟଣ ନାୟକ

LEAVE A REPLY

Please enter your comment!
Please enter your name here