ରାଜ୍ୟର ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ପହଁଞ୍ଚିଲା ୭୪ରେ । ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୬ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ଜଣେ ଅନ୍ୟ ୫ ଯାଜପୁରର ହୋଇଥିବା ଯାହା ମ୍ୟାପରୁ ସୂଚନା ମିଳୁଛି । ଏବେ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ୪୯, ଡିସଚାର୍ଜ ୨୪ ।

LEAVE A REPLY

Please enter your comment!
Please enter your name here