ଆସନ୍ତା ୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ପିସିସି ସଭାପତିଙ୍କ ସହ ଆଲୋଚନା କରି କର୍ମୀ ସମ୍ମିଳନୀ ଓ ସାଧାରଣ ସଭାରେ ଯୋଗଦେବେ ରାହୁଲ । ଜାନୁୟାରୀ ପରେ ଫେବୃୟାରୀରେ ପୁଣି ଓଡ଼ିଶା ଆସିବେ ରାହୁଲ । ଏନେଇ ଦିଲ୍ଲୀରେ ସୁଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here