ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶୀ । ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ ଜଗତସିଂହପୁର ପକ୍ସୋ କୋର୍ଟ । ୨ ଦୋଷୀ ସେଖ୍ ଆସିଫ ଓ ସେକ ଅକିଲକୁ ଫାଶୀ ଦଣ୍ଡାଦେଶ । ୨୦୧୪ରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ , ହତ୍ୟା ଘଟିଥିଲା । ଚକୋଲେଟ ନେଇ ଫେରୁଥିବା ନାବାଳିକାକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ ।

LEAVE A REPLY

Please enter your comment!
Please enter your name here