ରାଜ୍ୟରେ ତୃତୀୟ  ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୭% ମତଦାନ ସାବ୍ୟସ୍ତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ଭୁବନେଶ୍ୱରରେ ୩୫%, ପୁରୀ ୪୮%, କଟକ ୪୪%, ଢେଙ୍କାନାଳ ୪୪%, କେନ୍ଦୁଝର ୪୨% ଏବଂ ସମ୍ବଲପୁର ୪୦% ମତଦାନ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here