ପପୁଲାର ଟେଲି ସିରିଏଲ ଏବଂ ଆଲବମ ଅଭିନେତା ସତ୍ୟ ପୁରୋହିତଙ୍କ ଦେହାନ୍ତ । ମାତ୍ର ୩୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ୪୦ ରୁ ଅଧିକ ଆଲବମରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ସାମୁକା, ରେ ଶ୍ରାବଣ, ଇଟଲି ବାଲି,କହିବ କି ପ୍ରେମ କାହିଁକି ହୁଏ ଏମିତି ଅନେକ ସୁପରହିଟ୍ ଓଡିଆ ଆଲବମରେ ସେ ଅଭିନୟ କରିଥିଲେ । ଖାଲି ଆଲବମ ନୁହେଁ ସିରିଏଲରେ ମଧ୍ୟ ନିଜ ଅଭିନୟରେ ଦର୍ଶକଙ୍କ ମନକୁ କିଣିଥିଲେ । ତାଙ୍କ ଅକାଳ ବିୟୋଗରେ ଫ୍ୟାନଙ୍କୁ ଲାଗିଛି ଶକ୍ତ ଝଟକା ।

LEAVE A REPLY

Please enter your comment!
Please enter your name here