ଆଜି ପୋଲିସ ଓ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ଡେମୋ ଦେଖାଇଛି ଗୋପାଳ I ବ୍ରଜରାଜନଗର ଗାନ୍ଧୀ ଛକରେ ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ, ଆଜି ତାର ସିନ ରିକ୍ରିଏଟ କରିଛି ପୋଲିସ I ଘଟଣା ଦିନ ଗାନ୍ଧୀ ଛକରେ ଡିଉଟିରେ ଥିବା ବେଳେ ମନ୍ତ୍ରୀ ନବ ଦାସ ଗାଡ଼ିରୁ ଓହ୍ଲେଇଥିଲେ I ଦଳୀୟ ସମର୍ଥକମାନେ ଫୁଲମାଳ ଦେଉଥିବା ବେଳେ ଏ ଏସ ଆଇ ଗୋପାଳ ଦାସ ନିଜ ରିଭାଲଭରରୁ ଗୁଳି କରିଥିଲା I ପ୍ରଥମ ଗୁଳି ନବ ଦାସନକଛାତିରେ ବାଜିଥିଲା I ପୋଲିସ ଆଗରେ ଆଜି ଏ ସମସ୍ତ ଦୃଶ୍ୟ ଦେଖାଇଛି ଗୋପାଳ I

LEAVE A REPLY

Please enter your comment!
Please enter your name here