.ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ।
.ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନଫ୍ରା ଫଣ୍ଡର ଘୋଷଣା ।
. ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା ।
.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେଉ ।
.୫୦ଟି ନୂଆ ଏୟାରପୋର୍ଟ , ହେଲି ପୋର୍ଟ ପ୍ରତିଷ୍ଠା କରାଯିବ ।
.୫ଜିର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ ହେବ ।
.ହାଇଡ୍ରୋଜେନ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା ।
.ଲଦାଖର ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦ କୋଟି
.ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ।
.୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
. ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ‘ମହିଳା ସମ୍ମାନ ବଚତ ପତ୍ର’
.ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀଜମା ବ୍ୟବସ୍ଥା ।
. ୨ ବର୍ଷ ପାଇଁ ଝିଅ , ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ
. ମଝିରୁ ଉଠାଣ ବ୍ୟବସ୍ଥା ରହିବ, ସୁଧ ହାର ୭.୫ ପ୍ରତିଶତ
ବିତ୍ତୀୟ ନିଅଣ୍ଟ ମୋଟ୍ ଡିଜିପିର ୫.୯ ପ୍ରତିଶତ ରହିବା ଆକଳନ
୨୦୨୫ ସୁଦ୍ଧା ଣ୍ଟ ବିତ୍ତୀୟ ନିଅଣ୍ଟ୪.୯ ପ୍ରତିଶତକୁ ଆଣିବା ଆକଳନ
ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ୍ ଡ୍ୟୁଟି ହ୍ରାସ
ମେରାଇନ୍ ପ୍ରଡକ୍ଟ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା

LEAVE A REPLY

Please enter your comment!
Please enter your name here