ନବ ଦାସଙ୍କ ପିଏସଓ ସସପେଣ୍ଡ । ପିଏସଓ (ପର୍ସନାଲ ସିକ୍ୟୁରିଟି ଅଫିସର) ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି । ପିଏସଓଙ୍କ ଉପସ୍ଥିତିରେ ଯେଉଁଭଳି ଭାବରେ ଗୁଳିକାଣ୍ଡ ଘଟିଲା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଘଟଣାସ୍ଥଳରେ ପିଏସଙ୍କ କାର୍ଯ୍ୟକଳାପ ସଠିକ୍ ନଥିଲା । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here